thumbnail

ଓଡିଶା ଛୁଇଁଲା ମୌସୁମୀ

By

Published : Jun 11, 2020, 10:30 PM IST

ଭୁବନେଶ୍ବର: ବହୁ ପ୍ରତିକ୍ଷାର ପରେ ଓଡିଶାକୁ ଛୁଇଁଛି ମୌସୁମୀ । ଗୁରୁବାର ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଜିଲ୍ଲାର ସମସ୍ତ ଅଞ୍ଚଳ ଏବଂ ଗଜପତି, ନବରଙ୍ଗପୁର ଓ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବେଶ କରିଛି ମୌସୁମୀ। ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ସାରା ଓଡ଼ିଶା ଛୁଇଁବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଧେଶକ ଏଚ.ଆର ବିଶ୍ୱାସ । ଏନେଇ ଅଧିକ ଆଲୋଚନା କରୁଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ସଞ୍ଜୀବ ରାୟ... ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.