thumbnail

ଗୁଣ୍ଡିଚା ମନ୍ଦିର ସାମ୍ନାରେ ରଥ ଉପରେ କଣ ହୁଏ ନୀତିକାନ୍ତି, ଜାଣନ୍ତୁ...

By

Published : Jun 23, 2020, 1:26 PM IST

ପୁରୀ: ବଡଦାଣ୍ଡରେ ରଥଟଣା ଆରମ୍ଭ ହୋଇଛି । ଆଉ କିଛି ସମୟ ପରେ ତିନି ରଥ ଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଞ୍ଚିବ । ସେପଟେ ତିନି ରଥ ଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଞ୍ଚିବା ପରେ ଅନେକ ନୀତିକାନ୍ତି ରଥରେ ଅନୁଷ୍ଠିତ ହୋଇଥାଏ । ତେବେ କଣ ସବୁ ନୀତିକାନ୍ତି ହୋଇଥାଏ ସେନେଇ ଶୁଣନ୍ତୁ କଣ କହୁଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.