ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ଶୁଣାଣି, ଶୁଣନ୍ତୁ କଣ କହୁଛନ୍ତି ବରିଷ୍ଠ ଆଇନଜୀବୀ ଦିଲୀପ ରାୟ - senior lawyer Dilip Roy
🎬 Watch Now: Feature Video
କଟକ: ରଥଯାତ୍ରା ନେଇ ଦିନ 11ଟାରେ ସୁପ୍ରିମକୋର୍ଟରେ ହେବ ଶୁଣାଣି । ଆସନ୍ତାକାଲି ବଡଦାଣ୍ଡରେ ରଥ ଗଡିବ କି ନାହିଁ ସେନେଇ ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ତେବେ ଏନେଇ ବରିଷ୍ଠ ଆଇନଜୀବୀ ଦିଲୀପ ରାୟଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ନାରାୟଣ ସାହୁ ।
Last Updated : Jun 22, 2020, 2:24 PM IST