thumbnail

By

Published : Mar 11, 2021, 8:20 AM IST

ETV Bharat / Videos

ଆସିଲା ବର୍ଷା, ଲିଭିଲା ନିଆଁ; ଶୁଣନ୍ତୁ କିପରି ଥିଲା ନିଆଁ ଲିଭାଇବାର ସଂଘର୍ଷ...

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ବର୍ଷା ହେବା ପରେ ଖୁସିରେ ଆତ୍ମବିଭୋର ହୋଇଛନ୍ତି ବନ କର୍ମଚାରୀ । ନିଜର ଖୁସି ଜାହିର କରୁଥିବାର ଭିଡିଓ ହୋଇଛି ଭାଇରାଲ । ତେବେ ଶୁଣନ୍ତୁ ବର୍ଷା ପୂର୍ବରୁ ନିଆଁ ଲିଭାଇବାକୁ କିପରି ସଂଘର୍ଷ କରୁଥିଲେ ବନପାଳ ସ୍ନେହଲତା ଧଳ। ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.