ପେଟ୍ରୋଲ ପମ୍ପ ବିସ୍ଫୋରଣରେ ମୃତ୍ୟୁ ପାଇଁ ଦାୟୀ କିଏ ? - ପେଟ୍ରୋଲ ପମ୍ପ ବିସ୍ଫୋରଣରେ 2 ମୃତ
🎬 Watch Now: Feature Video

ଭୁବନେଶ୍ବର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ପୋଲିସ ଚୁପ୍ । କ୍ୟାପିଟାଲ ଥାନା ଅଧିନରେ ଘଟିଥିବା ଘଟଣାରେ କାହିଁକି ହେଉନି କାର୍ଯାନୁଷ୍ଠାନ । ବିସ୍ଫୋରଣରେ ଦୁଇ କର୍ମଚାରୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ । କାହିଁକି ଏଯାଏଁ ଘଟଣାରେ କାହାକୁ ଗିରଫ କରାଯାଇନି । କ'ଣ ପୋଲିସକୁ ସୁରାକ ମିଳୁନି । ନା ତଦନ୍ତ ପାଇଁ ଓଡ଼ିଶା ପୋଲିସ ଫେଲ ମାରିଛି । ଏନେଇ କମିସନରେଟ ପୋଲିସ ଫେଲ ମାରିଛି କି । ଏନେଇ ପୋଲିସ ଡିଜି କାହିଁକି ଚୁପ । ଏନେଇ ପ୍ରଶ୍ନ ପଚାରିବାରୁ କାହିଁକି ପ୍ରଶ୍ନକୁ ଏଡାଇ ଚାଲିଗଲେ ପୋଲିସ ଡିଜି ଅଭୟ ।