ରଜ ସଂକ୍ରାନ୍ତି: ଡମଣା ବଣିଆ ସାହିରେ ମାସ୍କ ପିନ୍ଧି ଚାଲିଛି ଦୋଳି ଖେଳ - ରଜ ମହୋତ୍ସବ
🎬 Watch Now: Feature Video

ଭୁବନେଶ୍ବର: ସାରା ରାଜ୍ୟରେ କୋରୋନା କଟକଣା ସହିତ ବିଭିନ୍ନ ସ୍ଥାନରେ ଚାଲିଛି ଗଣପର୍ବ ରଜ ମହୋତ୍ସବ । ନିଜ ଘରେ କିମ୍ବା ପାଖ ପଡୋଶୀଙ୍କ ଗହଣରେ ରଜ ଖେଳୁଛନ୍ତି କୁମାରୀ ଝିଅ । ମାସ୍କ ପିନ୍ଧି କୋରୋନା କଟକଣାକୁ ମାନି ରଜ ପର୍ବକୁ ପାଳନ କରାଯାଉଛି । ତେବେ ଦେଖନ୍ତୁ ରାଜଧାନୀର ଡମଣା ବଣିଆ ସାହିରେ କିପରି ଚାଲିଛି ରଜ ସେଲିବ୍ରେସନ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ