ଚଳିତ ବର୍ଷ ହେବନି ରଥଯାତ୍ରା, ଏନେଇ ଦେଖନ୍ତୁ କଣ ରହିଛି ଭକ୍ତଙ୍କ ପ୍ରତିକ୍ରିୟା - Public reaction on SC order
🎬 Watch Now: Feature Video

ପୁରୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଚଳିତବର୍ଷ ହେବନି ପୁରୀରେ ରଥଯାତ୍ରା । ଏ ସମ୍ପର୍କିତ ସମସ୍ତ କାର୍ଯ୍ୟକଳାପ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମ୍କୋର୍ଟ । ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ଶୁଣନ୍ତୁ କଣ ରହିଛି ଭକ୍ତଙ୍କ ପ୍ରତିକ୍ରିୟା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ