thumbnail

By

Published : Jan 1, 2020, 1:29 PM IST

Updated : Jan 1, 2020, 3:51 PM IST

ETV Bharat / Videos

ନୂଆବର୍ଷରେ ନେତାଙ୍କ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ବର: ନୂଆ ଆଶା ଓ ସମ୍ଭାବନା ନେଇ ଆସିଛି ନୂଆବର୍ଷ 2020 । ନୂଆବର୍ଷର ପ୍ରଥମ ଦିନକୁ ବେଶ ଧୁମଧାମରେ ସ୍ବାଗତ କରିଛନ୍ତି ଦେଶବାସୀ । ଦେଶର ବିଭିନ୍ନ ସ୍ଥାନରେ ଜିରୋନାଇଟ ସେଲିବ୍ରେସନ ହୋଇଛି । ଏହି ଅବସରରେ ଅପାର ସମ୍ଭାବନାର ରାଜ୍ୟ ଓଡିଶାର ବିଭିନ୍ନ ରାଜନୈତିକ ଦଳର ନେତା ଓ ମନ୍ତ୍ରୀମାନେ ରାଜ୍ୟ ତଥା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁଖ ସମୃଦ୍ଧି କାମନା କରିଛନ୍ତି । ଆସନ୍ତୁ କଣ କହୁଛନ୍ତି ନେତାମାନେ ଶୁଣିବା...
Last Updated : Jan 1, 2020, 3:51 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.