କଟକରେ ପୋଲିସ ଚେକିଂ କଡାକଡି - police checking in cuttack

🎬 Watch Now: Feature Video

thumbnail

By

Published : Apr 18, 2020, 5:15 PM IST

ଲକଡାଉନକୁ ନେଇ କଟକରେ କଡାକଡି ରହିଛି ସୁରକ୍ଷା ବ୍ୟବସ୍ଥା । ପ୍ରତି ଛକ ଛକରେ ମୁତୟନ ରହିଛନ୍ତି ମାଳମାଳ ପୋଲିସ । ଯିଏ ବି ଯାତ୍ରୀ ଆସୁଛି ତାକୁ ଟିକିନିକ ପଚାରିବା ପରେ ଯାଇଁ ଛାଡୁଛି ପୋଲିସ । ଏମିତି କି ଯିଏ ବିନା କାରଣରେ ଆସୁଛି ତାଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରୁଛି ପୋଲିସ । ତେବେ ଦେଖନ୍ତୁ କଟକରେ କିପରି ରହିଛି ଲକ ଡାଉନ ସୁରକ୍ଷା ଦୃଶ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.