ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, ଦେଖନ୍ତୁ ବ୍ଲାଷ୍ଟ ପୂର୍ବର ଦୃଶ୍ୟ - ପେଟ୍ରୋଲ ପମ୍ପ ବିସ୍ଫୋରଣ ଦୃଶ୍ୟ
🎬 Watch Now: Feature Video

ବ୍ରହ୍ମପୁର: ରାଜଧାନୀ ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ରେକର୍ଡିଂ କରି ନିଜ ପରିବାର ପାଖକୁ ପଠାଇଥିଲେ ଗଞ୍ଜାମ ଜିଲ୍ଲା ଆସିକା ରଘୁନାଥନଗରର ସତ୍ୟ ନାୟକ । ଏହି ଦୁର୍ଘଟଣାରେ ତାଙ୍କର ଜୀବନ ଯାଇଥିବାବେଳେ ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଭିଡିଓ ସାମ୍ନାକୁ ଆସିବା ପରେ ଏହା ଉପରେ ତଦନ୍ତ କରାଯାଉ ବୋଲି ପରିବାର ପକ୍ଷରୁ ଦାବି କରାଯାଉଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ