thumbnail

By

Published : Mar 13, 2021, 9:48 AM IST

ETV Bharat / Videos

କଂଗ୍ରେସର ପଦଯାତ୍ରା ନେଇ ଶୁଣନ୍ତୁ କଣ କହୁଛନ୍ତି ପିସିସି ସଭାପତି...

ପୁରୀ: ଓଡିଶାକୁ ଗାନ୍ଧୀଜୀଙ୍କ ଆଗମନର 100 ବର୍ଷ ପୂର୍ତ୍ତି ଅବସରରେ ଆଜି କଂଗ୍ରେସ ପକ୍ଷରୁ ପୁରୀ ଡେଲାଙ୍ଗର ବେରବୋଇ ଠାରୁ ଦାଣ୍ଡ ମୁକୁନ୍ଦପୁର ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହେଉଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ପଦଯାତ୍ରାରେ ଶହ ଶହ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି । ତେବେ ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ କଣ ସେନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ଶକ୍ତି ପ୍ରସାଦ ମିଶ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.