ଅଗଷ୍ଟ 20 ସୁଦ୍ଧା ମିଳିବ ସାର୍ଟିଫିକେଟ: ବୋର୍ଡ ସଭାପତି
କଟକ: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଭଲ ରେଜଲ୍ଟ ହୋଇଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ସେପଟେ ଅଗଷ୍ଟ 20 ସୁଦ୍ଧା ସାର୍ଟିଫିକେଟ ପାଇବେ ପରୀକ୍ଷାର୍ଥୀ । ତେବେ ଏହି ତମାମ ପ୍ରସଙ୍ଗ ଉପରେ ବୋର୍ଡ ସଭାପତିଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...