ବାଇଶି ପାହାଚ ସ୍ଥିତି ଅନୁଧ୍ୟାନ କଲା ଓବିସିସି - puri temple

🎬 Watch Now: Feature Video

thumbnail

By

Published : Nov 5, 2020, 2:38 PM IST

ପୁରୀ:ଶ୍ରୀମନ୍ଦିର ବାଇଶି ପାହାଚ, ମହାଲକ୍ଷ୍ମୀ ମନ୍ଦିର, ସମେତ ରୋଷଘର ଯାଞ୍ଚ କରିଛନ୍ତି ଏଏସଆଇ ସୁପରିଟେଡେଣ୍ଟ ଓ ଓବିସିସି ବା ଓଡିଶା ସେତୁ ନିର୍ମାଣ ନିଗମ । ପୂର୍ବରୁ ମଧ୍ୟ ୪ ଜଣିଆ ଏଏସଆଇ ଟିମ ଦ୍ବାରା ଟିମ ଯାଞ୍ଚ କରିଥିଲେ । ବାଇଶି ପାହାଚ ଓ ମହାଲକ୍ଷ୍ମୀଙ୍କ ମନ୍ଦିର ଯାଞ୍ଚ ସହ ଦୁର୍ବଳ ଅଂଶ, ମରାମତି ହେବାକୁ ଥିବାକୁ ଅଞ୍ଚଳ ତନ୍ନ ତନ୍ନ କରି ଅନୁଧ୍ୟାନ କରିଛନ୍ତି । ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦିଆଯିବ । ବାଇଶି ପାହାଚ ଦୁର୍ବଳ ପଥରର ପରିବର୍ତ୍ତନ, ଯୋଡ଼େଇ ସ୍ଥାନର ଆବଶ୍ୟକ ପ୍ୟାଚିଂ ହେବ। ମା' ମହାଲକ୍ଷ୍ମୀଙ୍କ ମନ୍ଦିରର ବିଭିନ୍ନ ସ୍ଥାନରେ ଆବଶ୍ୟକ ମରାମତି କରାଯିବ ବୋଲି କହିଛି ଓବିସିସି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.