ଭୁବନେଶ୍ବରକୁ ଫେରିଲା କୋରୋନା - corona positive case in bhubaneswar
🎬 Watch Now: Feature Video

ଭୁବନେଶ୍ବର: ପାଖାପାଖି 15 ଦିନ ପରେ ରାଜଧାନୀକୁ କୋରୋନା ଫେରିଛି । ଭୁବନେଶ୍ବର ମଧୂସୁଦନ ନଗରରେ ଜଣେ 77 ବର୍ଷୀୟ ପୁରୁଷଙ୍କ ନମୂନା ପଜେଟିଭ୍ ଆସିଛି । ସେ 41 ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ । ସେପଟେ ବିଏମ୍ସି ପକ୍ଷରୁ କଟକଣା କୋହଳ କରାଯାଇଥିବାବେଳେ ଏବେ ସ୍ଥିତିକୁ ଲକ୍ଷ୍ୟ କରି ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ସଞ୍ଜୀବ ରାୟ ।