thumbnail

By

Published : Oct 16, 2020, 6:58 AM IST

Updated : Oct 16, 2020, 8:20 AM IST

ETV Bharat / Videos

ନବୀନ@75; ଅଦ୍ବିତୀୟ ଓ ଅପରାଜେୟ

ଭୁବନେଶ୍ବର: ଆଜି 75 ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଚକ୍ଷଣ ଓ ଅପ୍ରତିଦ୍ବନ୍ଦୀ ରାଜନେତା ଭାବେ ଲାଗାତାର 5 ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି ନବୀନ । ଅନେକ ଘାତ ପ୍ରତିଘାତ ଭିତରେ ନିଜ ରାଜନୈତିକ ଶତ୍ରୁଙ୍କ ମୁଳୋତ୍ପାଟନ କରି ଅପରାଜେୟ ଭାବେ ନିଜକୁ ଉଭା କରିଛନ୍ତି ସେ ।
Last Updated : Oct 16, 2020, 8:20 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.