ମାସ୍କ କିଣା ପ୍ରସଙ୍ଗରେ ମୁହଁ ଖୋଲିଲେ ସାଂସଦ ଅପରାଜିତା ଷଡଙ୍ଗୀ - MP Aparajita Sarangi
🎬 Watch Now: Feature Video
ଭୁବନେଶ୍ବର: ମାସ୍କ କିଣାରେ ଦୁର୍ନୀତି ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା | ମାସ୍କ କିଣାରେ ରହିଛି ସ୍ବଚ୍ଛତାର ଅଭାବ | ରାଜ୍ୟ ସରକାର ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ପାରଦର୍ଶିତାର ସହ ସବୁ କାର୍ଯ୍ୟ କରନ୍ତୁ | ବିଡିଂ ସବୁବେଳେ ନୀତି ନିୟମ ଦେଖିକି ଦିଆଯାଉ ଏବଂ ଲୋଏଷ୍ଟ ବିଡରକୁ ଦିଆଯାଉ ବୋଲି ସେ କହିଛନ୍ତି । ସେହିପରି କୌଣସି ଏକ ନିର୍ଦ୍ଧିଷ୍ଟ ରାଜ୍ୟର ଲୋକଙ୍କୁ ବିଡିଂ ଦିଆନଯାଉ | ପ୍ରଧାନମନ୍ତ୍ରୀ ଭୋକାଲ ଫର ଲୋକାଲ କହୁଛନ୍ତି, ସେହି କଥାକୁ ଓଡିଶାରେ ମଧ୍ୟ କାର୍ଯ୍ୟକାରୀ କରାଯାଉ ବୋଲି ଅପରାଜିତା ଦର୍ଶାଇଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ