ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ସାକ୍ଷୀଗୋପିନାଥ - ସାକ୍ଷୀଗୋପାଳ
🎬 Watch Now: Feature Video

ଆଜି (ଶୁକ୍ରବାର) କାର୍ତ୍ତିକ ବଡ ଏକାଦଶୀ ତିଥି ଓ ପଞ୍ଚୁକ ପ୍ରଥମ ଦିନ । ଶ୍ରଦ୍ଧାଳୁମାନେ ପ୍ରଭୁ ସାକ୍ଷୀଗୋପାଳ ଓ ମା’ ଶ୍ରୀରାଧାଙ୍କୁ ଲକ୍ଷ୍ମୀନାରାଣ ବେଶରେ ଦର୍ଶନ କରୁଛନ୍ତି । ମନ୍ଦିରରେ ବେଢାରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ପ୍ରସ୍ତୁତ କରାଯାଉଛି ପ୍ରସିଦ୍ଧ ଚୂଡାଘସା ଭୋଗ ।