ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମ୍; କେବେ କମିବ ଦେଶରେ ଦାମ୍, ଶୁଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ...
🎬 Watch Now: Feature Video
ଭୁବନେଶ୍ବର: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି 27 ଡଲାରକୁ ଖସି ଆସି ଆସିଲାଣି । ଏହା ଆଗକୁ ଆହୁରି କମିବାର ସମ୍ଭାବନା ମଧ୍ୟ ରହିଛି । ହେଲେ ସେହି ଅନୁପାତରେ ତେଲ ଦର କମୁନାହିଁ । ଉଭୟ ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣ ସରକାରଙ୍କ ହାତରେ ନାହିଁ । ହେଲେ ଦର ନକମିବାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି । ତେବେ ଏନେଇ ମାର୍କେଟ ଏକ୍ସପର୍ଟ ତ୍ରିନାଥ ଲେଙ୍କା ଓ ଟ୍ୟାକ୍ସ ଏକ୍ସପର୍ଟ ପ୍ରଶାନ୍ତ ଶତପଥୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ଜ୍ଞାନଦର୍ଶୀ ସାହୁ ।