କୋରୋନା ଟିପ୍ସ; ଡାକ୍ତର ଲଳିତ ମୋହନ ନାୟକଙ୍କ ସହ ସାକ୍ଷାତକାର, ପାର୍ଟ-8 - Interview with Dr. Lalit Mohan Nayak

🎬 Watch Now: Feature Video

thumbnail

By

Published : May 3, 2020, 6:25 PM IST

Updated : May 3, 2020, 8:56 PM IST

ଜୟପୁର: କୋରୋନା କାୟାରେ ସାରା ବିଶ୍ବ ! ସାଧାରଣ ଜୀବନ ଠାରୁ ଆରମ୍ଭ କରି ସାମାଜିକ ସମ୍ପର୍କ ଏଵେ ବିପନ୍ନ, ବିଚ୍ଛିନ୍ନ ! ଦୀର୍ଘ ମାସେ ଧରି ଲୋକେ ନିଜକୁ ତାଲାବନ୍ଦ କରି ରଖିଛନ୍ତି। ଏପରି ସ୍ଥିତିରେ ଦର୍ଶକଙ୍କୁ କିଛି କୋରୋନା ଟିପ୍ସ ଦେଇଛନ୍ତି ସମାଜ ବିଜ୍ଞାନୀ ତଥା ହେଲଥ୍ ସ୍ପେଶାଲିଷ୍ଟ ଡକ୍ଟର ଲଳିତ ମୋହନ ନାୟକ ।
Last Updated : May 3, 2020, 8:56 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.