‘ରଥଯାତ୍ରା ହେବା ଉଚିତ ନୁହେଁ, କେନ୍ଦ୍ର ଓ ରାଜ୍ୟ ସରକାର ଚାହୁଁ ନାହାଁନ୍ତି’ - ରଥଯାତ୍ରା

🎬 Watch Now: Feature Video

thumbnail

By

Published : Jun 20, 2020, 6:49 PM IST

ଭୁବନେଶ୍ବର: କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାହୁଁ ନାହାଁନ୍ତି ରଥଯାତ୍ରା ହେଉ । ଏହି କହିଛନ୍ତି ବିଜେପି ନେତା ଖାରବେଳ ସ୍ଵାଇଁ । ମନ୍ଦିର ପରିଚାଳନା କମିଟିର କଥା ଗୁରୁତ୍ବପୂର୍ଣ୍ଣ ନୁହେଁ । ରଥଯାତ୍ରା ହେଲେ ଭାରତର ବଡ କ୍ଷତି ହେବ ବୋଲି କହିଛନ୍ତି ଖାରବେଳ । କାରଣ କୋରୋନା ପାଇଁ ହଜ୍ ଯାତ୍ରା, ଅଲମ୍ପିକ, ଆଇପିଏଲ ବନ୍ଦ ହୋଇଛି, ଭାଟିକାନରେ ମଧ୍ୟ ଖ୍ରୀଷ୍ଟଆନ ମାନେ ମଧ୍ୟ ତାଙ୍କର ପର୍ବ କରିନାହାନ୍ତି । ଏହାପରେ ଯଦି ରଥଯାତ୍ରା ହୁଏ ବାହାର ଦେଶକୁ ଭୁଲ ବାର୍ତ୍ତା ଯିବ ବୋଲି କହିଛନ୍ତି ଖାରବେଳ ସ୍ଵାଇଁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.