thumbnail

By

Published : May 24, 2021, 10:02 PM IST

ETV Bharat / Videos

6 ଘଣ୍ଟା ଅଧିକ ଶକ୍ତିଶାଳୀ ରହିବ ବାତ୍ୟା ୟସ

ଭୁବନେଶ୍ବର: ଭୟଙ୍କର ରୂପ ନେଉଛି ବାତ୍ୟା ୟସ । 26 ମେ’ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା । 12 ଘଣ୍ଟା ରହିବ ବାତ୍ୟାର ପ୍ରଭାବ । 6 ଘଣ୍ଟା ଅଧିକ ଶକ୍ତିଶାଳୀ ହେବ । 4 ମିଟର ପର୍ଯ୍ୟନ୍ତ ଉଠିବ ଜୁଆର । ଏହାଫଳରେ ବାଲେଶ୍ବର ଭଦ୍ରକର ଖାଲୁଆ ଅଞ୍ଚଳକୁ ପାଣି ମାଡିଯିବ । ତେବେ ବାତ୍ୟାର ପ୍ରଭାବକୁ ନେଇ ଇଟିଭି ଭାରତ ଜରିଆରେ ଅଧିକ ସୂଚନା ଦେଇଛନ୍ତି କେନ୍ଦ୍ର ପାଣିପାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ (ବ୍ୟୁରୋ ଚିଫ), ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.