ପ୍ରକାଶ ପାଇଲା ଅଯୋଧ୍ୟା ରାୟ, ରାଜଧାନୀରେ ବ୍ୟାପକ ଫୋର୍ସ ମୁତୟନ - ଐତିହାସିକ ଅଯୋଧ୍ୟା ରାୟ
🎬 Watch Now: Feature Video
ଭୁବନେଶ୍ବର: ପ୍ରକାଶ ପାଇଛି ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲାର ରାୟ । ଶନିବାର ସୁପ୍ରିମକୋର୍ଟ ଏନେଇ ନିଜର ରାୟ ଶୁଣାଇବା ପରେ ରାଜଧାନୀରେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି । ଖଣ୍ଡଗିରି, ଖାରବେଳନଗର, ବାଲିପାଟଣା, ଜଟଣୀ ଥାନା ଅଞ୍ଚଳରେ ପୋଲିସ ଛାଉଣି କଡାକଡି କରାଯାଇଛି।