କୋଭିଡ୍ ପଜିଟିଭ ହେଲେ, କେବେ ଯିବେ ମେଡିକାଲ ? - dr ashok mohapatra in Etv digital dialogue

🎬 Watch Now: Feature Video

thumbnail

By

Published : Apr 24, 2021, 4:27 PM IST

ଭୁବନେଶ୍ବର: କୋରୋନା ଦ୍ଵିତୀୟ ଲହର କେତେ ବିପଦଜନକ ? ସଂକ୍ରମଣ ହାର ବଢ଼ିବାର କାରଣ କ'ଣ ? କାହିଁକି ଶିଶୁ ଓ ଯୁବାବର୍ଗ ହେଉଛନ୍ତି ବେଶୀ ସଂକ୍ରମିତ ? ବେଙ୍ଗଲ ଟ୍ରିପଲ ମ୍ୟୁଟେଣ୍ଟ କେତେ ଘାତକ ? ବର୍ତ୍ତମାନ ପରିସ୍ଥିତିରେ ସଂକ୍ରମଣ ସହ କେମିତି କରିବେ ମୁକାବିଲା ? କୋରୋନା ଦ୍ଵିତୀୟ ଲହରକୁ ନେଇ ମନଗଢ଼ା କଥା ନୁହେଁ, ଡିଜିଟାଲ ଡାଏଲଗରେ ଵିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ ସବିଶେଷ ତଥ୍ୟ । ଏଥର ଇଟିଭି ଭାରତ ଡିଜିଟାଲ ଡାଏଲଗରେ ଅଛନ୍ତି ଭୁବନେଶ୍ବର ଏମ୍ସ (AIIMS)ର ପୂର୍ବତନ ନିର୍ଦ୍ଦେଶକ ତଥା ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କୁଳପତି, ଡକ୍ଟର ଅଶୋକ ମହାପାତ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.