ରାଜ୍ୟରେ ବଢୁଛି ନିଶା କାରବାର, ଜାଣନ୍ତୁ ରୋକିବାକୁ କଣ କରୁଛି ଓଡିଶା ପୋଲିସ...

By

Published : Oct 25, 2019, 5:27 PM IST

thumbnail
ଭୁବନେଶ୍ବର: ରାଜ୍ୟରେ ବଢୁଛି ନିଶା କାରବାର। ବେଧଡକ ଚାଲୁଛି ଗଞ୍ଜେଇ ଓ ବ୍ରାଉନସୁଗାର କାରବାର। ଏସବୁ ରୋକିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଓଡିଶା ପୋଲିସ । କ୍ରାଇମବ୍ରାଞ୍ଚ ଏସଟିଏଫ୍‌ କାର୍ଯ୍ୟାଳୟରେ ଏନେଇ ହୋଇଛି ବୈଠକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.