ରଥଯାତ୍ରା ନେଇ ସରକାରଙ୍କ ସ୍ପଷ୍ଟୀକରଣ ଦାବି କଲା ଦଇତପତି ନିଯୋଗ - ଆଶଙ୍କାରେ ରଥଯାତ୍ରା
🎬 Watch Now: Feature Video
ପୁରୀ: ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଅୟୋଜନ ହେବକି ନାହିଁ ରାଜ୍ୟ ସରକାର ଏଯାଏଁ କିଛି ସ୍ପଷ୍ଟ କରିନାହାନ୍ତି । କୋରୋନା ମହାମାରୀରେ କିଭଳି ରଥଯାତ୍ରା ଅୟୋଜନ ହେବ ଏନେଇ ଚିନ୍ତରେ ରହିଛନ୍ତି ସରକାର । ଅନ୍ୟପକ୍ଷେ କିନ୍ତୁ ବିନା ଭକ୍ତରେ ସାମାଜିକ ଦୂରତ୍ବ ରଖାଯାଇ ରଥଯାତ୍ରା ଅୟୋଜନ ନେଇ ଦଇତାପତି ନିଯୋଗ ସରକାରଙ୍କୁ ପୂର୍ବରୁ ଅବଗତ କରିସାରିଛି। ହେଲେ ପୂନର୍ବାର ରଥଯାତ୍ରା ଆୟୋଜନ ନେଇ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛି ଦଇତାପତି ନିଯୋଗ।
Last Updated : Jan 2, 2021, 8:55 PM IST