ଭାଙ୍ଗିଲା..ଉଡେଇଲା..ବୁଡାଇଲା - ବାତ୍ୟା ୟସ

🎬 Watch Now: Feature Video

thumbnail

By

Published : May 26, 2021, 8:52 PM IST

ଭୁବନେଶ୍ବର: ଅତି ଭୀଷଣ ସାମୁଦ୍ରିକ ଝଡ ୟସ୍ ଓଡିଶା ଉପକୂଳ ଅତିକ୍ରମ କରିଛି । ଭୟଙ୍କର ରୂପରେ ମାଡିଆସିଥିବା ୟସ୍ ଉତ୍ତର ଓଡିଶା ଉପକୂଳରେ ତାଣ୍ଡବ ରଚିବା ପରେ ମୟୂରଭଞ୍ଜ ଆଡକୁ ମୁହାଁଇଛି । ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ୍ ସମୟରେ ସର୍ବାଧିକ ୧୩୦-୧୪୦ କିମି ବେଗରେ ବହିଥିଲା ପବନ । ଆଉ ଆଗାମୀ ୧୨ ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.