କଟକ ନାବାଳିକା ଗଣଦୁଷ୍କର୍ମ ମାମଲା: ଜଣଙ୍କୁ ଗିରଫ କଲା ପୋଲିସ - Cuttack minor Rape Case
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9170683-thumbnail-3x2-dncasc.jpg)
କଟକ: ସିଲଭର ସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ଚାଉଳିଆଗଞ୍ଜ ଥାନାରେ ଏନେଇ ମମାଲା ରୁଜୁ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଆଉ ଜଣେ ଅଭିଯୁକ୍ତ (ସଂପୃକ୍ତ ବ୍ୟକ୍ତିର ସାଙ୍ଗ)କୁ ଚାଲିଛି ଖୋଜା । ଏଥିପାଇଁ ଏକ ଟିମ ଗଠନ ହୋଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।