thumbnail

By

Published : Jun 15, 2020, 6:03 PM IST

ETV Bharat / Videos

କୋମାରେ କଞ୍ଜରଭେନ୍ସି ଲେନ, ଗାଡି ପାର୍କିଂ ବ୍ୟବସ୍ଥା କରିବ ବିଏମସି

ଭୁବନେଶ୍ବର: କୋମାରେ କଞ୍ଜରଭେନ୍ସି ଲେନ । କେଉଁଠି ଗଛଲତା ମାଡିଗଲାଣି ତ କେଉଁଠି ଜବରଦଖଲରେ ରହିଛି ଲେନ । କେଉଁଠି ଡ୍ରେନ ହୋଇଯାଇଛି ତ କେଉଁଠି ଲୋକେ ଘର କଲେଣି । ଏପରି ଦୟନୀୟ ସ୍ଥିତିରେ ରହିଛି ଭୁବନେଶ୍ବରର କଞ୍ଜରଭେନ୍ସି ଲେନ । 80 ଦଶକରେ ରାଜଧାନୀରେ ଗଢି ଉଠିଥିବା ସରକାରୀ କ୍ବାର୍ଟସ କଲୋନୀ ମଧ୍ୟରେ ବାୟୁ ଚଳାଚଳ ତଥା ବୃକ୍ଷରୋପଣ ଲକ୍ଷ୍ୟରେ ଦୁଇଟି ଲେନ ମଧ୍ୟରେ କିଛି ଫାଙ୍କା ଜାଗା ରଖାଯାଇଥିଲା, ଯାହାକୁ କଞ୍ଜରଭେନ୍ସି ଲେନ କୁହାଯାଏ । ହେଲେ ତାହା ଏବେ ବାଟବଣା ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.