ସଂସଦରେ ଓଡିଆ ଭାଷା ପାଇଁ ବଜେଟ ବ୍ୟୟବରାଦ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ - ଓଡିଆ ଭାଷା ବଜେଟ ବ୍ୟୟବରାଦ
🎬 Watch Now: Feature Video
ନୂଆଦିଲ୍ଲୀ: ରାଜ୍ୟସଭାରେ ଓଡିଆ ଭାଷା ପାଇଁ ବଜେଟ ବ୍ୟୟବରାଦ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ସୁଜିତ କୁମାର । ଓଡିଆ ଭାଷାରେ ରିସର୍ଚ୍ଚ ଡକ୍ୟୁମେଣ୍ଟେସନ ଓ ଭାଷାର ପ୍ରଚାର ପାଇଁ ବ୍ୟୟବରାଦ ନେଇ ଉଠାଇଲେ ପ୍ରଶ୍ନ । 6 ଟି ଶାସ୍ତ୍ରୀୟ ଭାଷା ମଧ୍ୟରେ ଏହି ଭାଷା ଗୋଟିଏ ହୋଇଥିବାରୁ ଏହାକୁ ବ୍ୟୟବରାଦ କରିବାକୁ ସେ ଦାବି କରିଛନ୍ତି ।