ଘରୋଇ ହସ୍ପିଟାଲରେ ହେବ କି କୋଭିଡ ଚିକିତ୍ସା ? - cuttack news
🎬 Watch Now: Feature Video

କୋରୋନା ଚିକିତ୍ସା ପାଇଁ ପ୍ରାଇଭେଟ ହସ୍ପିଟାଲ କେତେ ସକ୍ଷମ ? ସରକାର ଯଦି ଅନୁମତି ଦିଅନ୍ତି ତେବେ ବେସରକାରୀ ହସ୍ପିଟାଲରେ କୋଭିଡ ଚିକିତ୍ସାରେ କଣ ରହିବ ସମସ୍ୟ ? ବାସ୍ତବରେ ଉପକୃତ ହେବେ କି କୋରୋନା ରୋଗୀ ? ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...