ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଅପରେସନ ଶେଷ, 30 ଘଣ୍ଟା ପରେ ଖୋଲିଲା ରାସ୍ତା - ଖୋଲିଲା ରାଜଭବନ ରାସ୍ତା
🎬 Watch Now: Feature Video

ଭୁବନେଶ୍ବର: ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଅପରେସନ ଶେଷ ହୋଇଛି । ଏଥିସହ ଦୀର୍ଘ 30 ଘଣ୍ଟା ପରେ ଖୋଲିଛି ରାଜଭବନ ରାସ୍ତା । ସର୍ବସାଧାରଣଙ୍କ ପାଇଁ ରାସ୍ତା ଖୋଲିଥିଲେ ବି ଦୁର୍ଘଟଣାସ୍ଥଳକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି । ଏନେଇ ସୂଚନା ଦେଇଛି କମିଶନରେଟ ପୋଲିସ ।