ଆଗୁଆ ସୂଚନା ଦେଇ ପୁରସ୍କୃତ ହେଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର - ଶ୍ରେଷ୍ଠ ପୁରସ୍କାର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5736752-417-5736752-1579198727578.jpg)
ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୁରସ୍କୃତ। ପ୍ରତ୍ୟେକ ସମୟରେ ଆଗୁଆ ସଠିକ ସୂଚନା ପ୍ରଦାନ କରିବାରୁ ଦେଶର ଶ୍ରେଷ୍ଠ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭାବେ ପୁରସ୍କୃତ ହେଲା ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭାରତୀୟ ପାଣିପାଗ ବିଭାଗର ୧୫୫ ତମ ପ୍ରତିଷ୍ଠା ଦିବସରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରେହେମାନ ବିଶ୍ବାସ।