ନବବର୍ଷର ଅଭିନନ୍ଦନ ଦେଲେ ପ୍ରଶାସକ - ମୁଖ୍ୟ ଶାସନ ସଚିବ
🎬 Watch Now: Feature Video

ନୂଆବର୍ଷ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ପୁରୀ ଜିଲ୍ଲାପାଳ, ନବରଙ୍ଗପୁର ଜିଲ୍ଲାପାଳ, କେନ୍ଦ୍ରାପଡା ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ବର ଡିସିପି ଓ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ।