thumbnail

By

Published : Feb 25, 2022, 9:13 PM IST

Updated : Feb 3, 2023, 8:17 PM IST

ETV Bharat / Videos

ମୁହାଁମୁହିଁ ଧକ୍କାରେ ହୁତୁହୁତୁ ହୋଇ ଜଳିଗଲା କାର ଓ ଟ୍ରକ

ଭଦ୍ରକ: ଜିଲ୍ଲାର ରାଣୀତାଲ ଛକ ବାସୁଳି ଢ଼ାବା ନିକଟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ କାର ଭାରସାମ୍ଯ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା । କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ କାର ଓ ଟ୍ରକ ହୁତୁହୁତୁ ହୋଇ ଜାଳିଲା । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.