thumbnail

By

Published : Feb 20, 2022, 7:33 PM IST

Updated : Feb 3, 2023, 8:17 PM IST

ETV Bharat / Videos

Panchayat Poll: ପାଇକଯମୁନା ପଞ୍ଚାୟତରେ ପ୍ରାର୍ଥୀଙ୍କ ରୋଡ ସୋ

ବ୍ରହ୍ମପୁର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ନିର୍ବାଚନ ପ୍ରଚାର । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଳକର ପାଇକଯମୁନା ଗ୍ରାମ ପଞ୍ଚାୟତରେ ଚାଲିଛି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ଶେଷ ଦିନରେ ପ୍ରାର୍ଥୀଙ୍କ ରୋଡ ସୋ ବେଶ୍‌ ଆକର୍ଷଣୀୟ ରହିଥିଲା । ଚଳିତଥର ଏହି ପଞ୍ଚାୟତରୁ ସରପଞ୍ଚ ପାଇଁ ସତ୍ୟବାନ ସାହୁ ଏବଂ ସମିତିସଭ୍ୟା ପ୍ରାର୍ଥୀ ଭାବରେ ଟୁନା ବିଷୋଇ ପ୍ରତିଦ୍ବନ୍ଦିତା କରୁଥିବାବେଳେ ଶେଷ ପର୍ଯ୍ୟାୟରେ ଗ୍ରାମରୁ ଗ୍ରାମ ଏବଂ ପଞ୍ଚାୟତରୁ ପଞ୍ଚାୟତକୁ ଯାଇ ପ୍ରଚାର ଜୋରଦାର କରିଥିବା ଦେଖାଯାଇଥିଲା ।
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.