ମାର୍କେଟ ରାଉଣ୍ଡଅପ: ରେଡ ଆଲର୍ଟରେ ବନ୍ଦ ବଜାର, ବଢିଛି ସୁନା ଦାମ - Stocks close in the red
🎬 Watch Now: Feature Video
ହାଇଦ୍ରବାଦ: ଚୀନ-ଭାରତ ସୀମା ବିବାଦ ମଧ୍ୟରେ ବୁଧବାର ରେଡ ଆଲର୍ଟରେ ବନ୍ଦ ହୋଇଛି ଭାରତୀୟ ସେୟାର ବଜାର । ଉଭୟ ସେନସେକ୍ସ ଓ ନିଫ୍ଟି ସୂଚକାଙ୍କ ତଳମୁହାଁ । କାରବାର ଶେଷ ସୁଦ୍ଧା ସେନସେକ୍ସ 97 ପଏଣ୍ଟ ହ୍ରାସ ହୋଇଥିବା ବେଳେ ନିଫ୍ଟି 9,877 ରେ ବନ୍ଦ ହୋଇଛି । ସେପେଟ ସୁନା ଦାମ 10 ଗ୍ରାମ ପିଛା 18 ଟଙ୍କା ବୃଦ୍ଧି ପାଇ 48,220 ଟଙ୍କା ରହିଛି । ଅନ୍ୟପଟେ ଆଜିକୁ ଲଗାତାର 11 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ ବଢିଛି । ତେବେ ଦେଖନ୍ତୁ , ଏହି ଭିଡିଓର ଆଜିର ବଜାର ହାଲଚାଲ ନେଇ ସମ୍ପୁର୍ଣ୍ଣ ଡିଟେଲ୍ସ ....