thumbnail

By

Published : Sep 22, 2020, 6:01 PM IST

ETV Bharat / Videos

ପୁଞ୍ଜି ବଜାରରେ ଝଡ, ଆଜିବି କ୍ଷତିରେ କାରବାର ବନ୍ଦ

ମୁମ୍ବାଇ: ଆଜି ବି ଦଲାଲ ଷ୍ଟ୍ରିଟରେ ନିବେଶକ ନିରାଶ । କୋରୋନା ସଂକ୍ରମଣ ମାମଲା ମଧ୍ୟରେ ବଜାର ହୋଇଛି ବେଲଗାମ । ମଙ୍ଗଳବାର କାରବାର ଶେଷରେ ବିଏସଇ ସେନସେକ୍ସ 300.06 ପଏଣ୍ଟ ହ୍ରାସ ହୋଇ 37,734.08 ପଏଣ୍ଟକୁ ସଙ୍କୁଚିତ ହୋଇଛି । ସେପଟେ ଏନଏସଇ ନିଫ୍ଟି ମଧ୍ୟ 96.90 ପଏଣ୍ଟ ଖସି 11,153.65 ପଏଣ୍ଟରେ ପହଞ୍ଚିଛି । ହେଭିୱେଟ ସେୟାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି, ମାରୁତି ତଳମୁହାଁ ଯୋଗୁଁ କାରବାର ସୂଚକାଙ୍କ ଖସୁଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.