thumbnail

By

Published : Aug 24, 2020, 6:26 PM IST

ETV Bharat / Videos

ମର୍କେଟ ରାଉଣ୍ଡଅପ: ସେନସେକ୍ସ 364 ପଏଣ୍ଟ ଚଢିଲା, ନିଫ୍ଟି 11,400 ଟପିଲା

ନୂଆଦିଲ୍ଲୀ: ସୋମବାର ଘରୋଇ ସେୟାର ବଜାରରେ ଅଭିବୃଦ୍ଧି । ବିଏସଇ ସେନସେକ୍ସ 364.36 ପଏଣ୍ଟ ବୃଦ୍ଧି ପାଇ 38,799.08 ରେ ବନ୍ଦ ହୋଇଥିଲା ବେଳେ ଏନଏସଇ ନିଫ୍ଟି 94.85 ପଏଣ୍ଟ ଉଛୁଳି 11,466.45 କୁ ବୃଦ୍ଧି ପାଇଛି । ବିଦେଶୀ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ ଘରୋଇ ବଜାରରେ ଏହି ଅଭିବୃଦ୍ଧି ଗେଖାଦେଇଛି । ସେପେଟେ ପେଟ୍ରୋଲ ଦାମ ଆଜିକୁ ଲଗାତାର 5ଦିନ ଧରି ବୃଦ୍ଧି ପାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.