ମାର୍କେଟ ଅପଡେଟ: 11 ହଜାର ଟପିଲା ନିଫ୍ଟି, ଡିଜେଲ ଦର ବୃଦ୍ଧି ଜାରି - 11 ହଜାର ଟପିଲା ନିଫ୍ଟି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8103002-76-8103002-1595252404523.jpg)
ହାଇଦ୍ରାବାଦ: ଜୋରଦାର ଅଭିବୃଦ୍ଧି ସହ ବନ୍ଦ ସେୟାର ବଜାର । ବିଏସଇର 30 ସେୟାର ଆଧାରିତ ସେନସେକ୍ସ 390 ପଏଣ୍ଟ ବୃଦ୍ଧି ସହ 37,400 ଟପିଥିବା ବେଳେ ଏନଏସଇର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ନିଫ୍ଟି 120 ପଏଣ୍ଟରୁ ଅଧିକ ଉଛୁଳି 11,022.20 ଛୁଇଁଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ଲଗାତାର 4 ଦିନ ଧରି ଅଶୋଧିତ ତୈଳ ଦାମ ସ୍ଥିର ରହିଛି । କିନ୍ତୁ ଭାରତରେ ଉପଭୋକ୍ତାଙ୍କୁ ଡିଜେଲ ଦର ବୃଦ୍ଧିରୁ ଆଶ୍ବସ୍ତି ମିଳୁନି ।