ମାର୍କେଟ ରାଉଣ୍ଡଅପ: 277 ପଏଣ୍ଟ ବଢିଲା ସେନସେକ୍ସ, ଟିସିଏସ ସେୟାର ଉପରମୁହାଁ

By

Published : Oct 5, 2020, 5:32 PM IST

thumbnail

ମୁମ୍ବାଇ: ଏସିଆ ବଜାରରେ ସକରାତ୍ମକ ସଙ୍କେତ ମିଳିବା ପରେ ସୋମବାର ପୁଞ୍ଜି ବଜାର ବୃଦ୍ଧିର ସହ ବନ୍ଦ ହୋଇଛି । 30 ସେୟାର ଆଧାରିତ ବମ୍ବେ ସେୟାର ବଜାର (ବିଏସଇ )276.65 ପଏଣ୍ଟ ବୃଦ୍ଧି ହୋଇ 38,973.70ରେ ବନ୍ଦ ହୋଇଥିଲାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 86.40 ପଏଣ୍ଟ ବଢି 11,503.35 ପଏଣ୍ଟରେ କାରବାର ଶେଷ କରିଛି । ସେନସେକ୍ସ ଚାର୍ଟରେ ଆଇଟି ପ୍ରମୁଖ କମ୍ପାନୀ ଟିସିଏସୟ ସେୟାର ସର୍ବାଧିତ 7 ପ୍ରତିଶତ ଉପରମୁହାଁ ରହିଛି । ସେପଟେ ପେଟ୍ରୋଲ ଓ ଡିଜେଲ ଦାମରେ ସୋମବାର ସ୍ଥିରତା ରହିଛି । ଯେତେବେଳେ କି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବଢିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.