ମାର୍କେଟ ଅପଡେଟ: ସେୟାର ବଜାରରେ ଅଭିବୃଦ୍ଧି ଜାରି, ତେଲ ଦାମ ସ୍ଥିର - ସୁନା ଦାମ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8368352-935-8368352-1597064728175.jpg)
ମୁମ୍ବାଇ: ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ଓ ନିବେଶକଙ୍କ ପୁଞ୍ଜି ନିବେଶ ଯେଗୁଁ ସୋମବାର ସେୟାର ବଜାରରେ ବୃଦ୍ଧି ଦେଖାଦେଇଛି । ବିଏସଇ ସେନସେକ୍ସ 142 ପଏଣ୍ଟ ଚଢି 38,182.08 ରେ ବନ୍ଦ ହୋଇଥିଲା ବେଳେ ଏନଏସଇ ନିଫ୍ଟି 56.10 ପଏଣ୍ଟ ଉଛୁଳି 11,270.15 କାରବାର ଶେଷ କରିଛି । ସେହିପରି ସୁନା ଓ ରୂପା ଦାମ ପୁଣି ବୃଦ୍ଧି ପାଇଛି । ସେପଟେ ସମଗ୍ର ଦେଶରେ ପେଟ୍ରୋଲ ଦାମ ଲଗାତାର 42 ଦିନ ଧରି ଓ ଡିଜେଲ 10 ଦିନ ଧରି ସ୍ଥିର ରହିଛି ।