thumbnail

By

Published : Nov 4, 2020, 6:56 PM IST

ETV Bharat / Videos

ବଜାରରେ ବୃଦ୍ଧି ଜାରି: 355 ପଏଣ୍ଟ ବଢିଲା ସେନସେକ୍ସ, 11,900 ଟପିଲା ନିଫ୍ଟି

ମୁମ୍ବାଇ: ଲଗାତାର 3 ଦିନ ଧରି ସେୟାର ବଜାରରେ ବୃଦ୍ଧି ଜାରି । ବୁଧବାର ସେନସେକ୍ସ 355 ପଏଣ୍ଟ ବୃଦ୍ଧି ସହ ବନ୍ଦ ହୋଇଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ରହିଥିବାରୁ ଏହାର ପ୍ରଭାବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଇମ୍ଫୋସିସ, କୋଟାକ ବ୍ୟାଙ୍କ ସେୟାରରେ ବୃଦ୍ଧି ଦେଖାଦେଇଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 95 ପଏଣ୍ଟ ବଢି 11,908.50ରେ ପହଞ୍ଚିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.