ମାର୍କେଟ ରାଉଣ୍ଡଅପ: ପ୍ରଫିଟରେ ବଜାର ବନ୍ଦ, 304 ପଏଣ୍ଟ ଉଛୁଲିଲା ସେନସେକ୍ସ

🎬 Watch Now: Feature Video

thumbnail
ମୁମ୍ବାଇ: ଆଜି ବି ବଜାରରେ ବମ୍ପର ବୃଦ୍ଧି । ବୁଧବାର ବିଏସଇ ସେନସେକ୍ସରେ 304 ପଏଣ୍ଟ ବୃଦ୍ଧି ହୋଇ 39,878.95 ପଏଣ୍ଟରେ ପହଞ୍ଚିଥିବା ବେଳେ ଏନଏସଇ ନିଫ୍ଟି 76.45 ପଏଣ୍ଟ ବଢି 11,738.85 ପଏଣ୍ଟରେ ବନ୍ଦ ହୋଇଛି । କାରବାରରେ ଭଲ ପ୍ରଦର୍ଶନ ଜାରି ରଖୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରି, ଏଚଡିଏଫ ବ୍ୟାଙ୍କ , ଏଚଡିଏଫସି ଓ ଇମ୍ପୋସିସରେ ବୃଦ୍ଧି ଆସିଥିବାରୁ ସେୟାର ବଜାରରେ ଅଭିବୃଦ୍ଧି ଦେଖାଦେଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.