ବଜାର ଚିତପଟ୍ଟାଙ୍ଗ: ସେନସେକ୍ସ 600 ପଏଣ୍ଟ ହ୍ରାସ, ନିଫ୍ଟି 11,750 ତଳେ

🎬 Watch Now: Feature Video

thumbnail

By

Published : Oct 28, 2020, 5:42 PM IST

ମୁମ୍ବାଇ: ଗୋଟିଏ ଦିନର ବୃଦ୍ଧି ପରେ ପୁଣି ବଜାରରେ କ୍ଷତିର ଝଡ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ , ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଭଳି ପ୍ରମୁଖ ସେୟାରେ ହ୍ରାସ ଯୋଗୁଁ ଖସିଲା ସେୟାର ସୂଚକାଙ୍କ । ୟୁରୋପିଆନ ମାର୍କେଟରେ ପ୍ରବଳ କ୍ଷତିର ପ୍ରଭାବରେ ଘରୋଇ ବଜାର ଚିତପଟ୍ଟାଙ୍ଗ ହୋଇଛି । ବୁଧବାର ବିଏସଇ ସେନସେକ୍ସ 599.64 ପଏଣ୍ଟ ହ୍ରାସ ହୋଇ 39,922.46 ପଏଣ୍ଟରେ ବନ୍ଦ ହୋଇଥିଲାବେଳେ ଏନଏସଇ ନିଫ୍ଟି 159.80 ପଏଣ୍ଟ ଖସି 11,729.60 ରେ ପହଞ୍ଚିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.