ବଜାର ହାଲଚାଲ : 225 ପଏଣ୍ଟ ଚଢିଲା ସେନସେକ୍ସ, ସୁନା-ରୂପା ଦାମ ହ୍ରାସ - ସୁନା-ରୂପା ଦାମ ହ୍ରାସ
🎬 Watch Now: Feature Video
ମୁମ୍ବାଇ: ସକରାତ୍ମକ ବୈଶ୍ବିକ ସଙ୍କେତ ଓ ବିଦେଶୀ କୋଷ ପ୍ରବାହ ମଧ୍ୟର ଏଚଡିଏଫସି ବ୍ୟାଙ୍କ, ଆଇଟିସି , ଆକ୍ସିସ ବ୍ୟାଙ୍କ ସେୟାର ଉପରମୁହାଁ । ଫଳରେ ମଙ୍ଗଳବାର ବିଏସଇ ସେନସେକ୍ସ 225 ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ଏନଏସଇ 52 ପଏଣ୍ଟ ଉଛୁଳି 11,322 ପଏଣ୍ଟରେ କାରବାର ବନ୍ଦ କରିଛି । ଏପେଟ ସୁନା ଓ ରୂପା ଦାମରେ ଆଜି ହ୍ରାସ ଦେଖିବାକୁ ମିଳିଛି । ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ଅଛି ।