thumbnail

By

Published : Jul 3, 2020, 7:26 PM IST

ETV Bharat / Videos

ସବୁଜରେ ବନ୍ଦ ବଜାର, 36 ହଜାର ଡେଇଁଲା ସେନସେକ୍ସ

ମୁମ୍ବାଇ: ସପ୍ତାହର ଶେଷ କାରବାର ଦିନରେ ସବୁଜରେ ବନ୍ଦ ବଜାର । ଲଗାତାର 3 ଦିନ ଧରି ସେୟରସୂଚକାଙ୍କ ଉପରମୁହାଁ ରହିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଭାରତୀ ଏୟାରଟେଲ ଓ ଟାଟା କନଲ୍ଟେନ୍ସି ସର୍ବିସେଶ ସେୟାରରେ ବୃଦ୍ଧି ଯୋଗୁଁ ସେନସେକ୍ସ 178 ପଏଣ୍ଟ ମଜବୁତ ସହ 36 ହଜାର ଟପିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସେୟାର ସୂଚକାଙ୍କ ନିଫ୍ଟି 55.65 ପଏଣ୍ଟ ବୃଦ୍ଧି ପାଇ 10,607.35ରେ ବନ୍ଦ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.