thumbnail

By

Published : Sep 30, 2020, 6:44 PM IST

ETV Bharat / Videos

ଅସ୍ଥିର ବଜାର, ବୃଦ୍ଧି ସହ ବନ୍ଦ ସେନସେକ୍ସ

ମୁମ୍ବାଇ: ମିଶ୍ରିତ ବୈଶ୍ବିକ ସଙ୍କେତ ମଧ୍ୟରେ ଏଚଡିଏଫସି, ଏଚୟୁଏଲ ଓ ଆଇଟିସି ଭଳି ବଡ ସେୟାରେ ଦେଖାଦେଇଛି ଅଭିବୃଦ୍ଧି । ଏଥିଯୋଗୁଁ ପ୍ରମୁଖ ସେୟାର ସୂଚକାଙ୍କ ସେନସେକ୍ସ ବୁଧବାର ବୃଦ୍ଧିର ସହ ବନ୍ଦ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 94.71 ପଏଣ୍ଟ ବଢି 38,067.93 ରେ ପହଞ୍ଚିଛି । ଏଭଳି ଭାବେ କାରବାର ଶେଷରେ ଏନଏସଇ ନିଫ୍ଟି 25.15 ପଏଣ୍ଟ ବୃଦ୍ଧି ହୋଇ 11,247.55ରେ କାରବାର ବନ୍ଦ କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.