thumbnail

By

Published : Jul 31, 2020, 8:29 PM IST

ETV Bharat / Videos

ମାର୍କେଟ ଅପଡେଟ: ଖସିଲା ସେନସେକ୍ସ ଓ ନିଫ୍ଟି, ରାଜଧାନୀରେ ଶସ୍ତା ଡିଜେଲ

ମୁମ୍ବାଇ: ଖସିଲା ସେନସେକ୍ସ ଓ ନିଫ୍ଟି । କାରବାର ଆରମ୍ଭରୁ ଦେଖାଦେଇଥିବା ଅଭିବୃଦ୍ଧି ଲମ୍ବା ସମୟ ଧରି ରହିଲାନି । କାରବାର ସପ୍ତାହର ଶେଷ ଦିନରେ ହ୍ରାସର ସହ ବନ୍ଦ ବଜାର । ବିଦେଶୀ ବଜାରରେ ଦୁର୍ବଳ ସଙ୍କେତ ଯୋଗୁଁ ଘରୋଇ ବଜାର ଚିତପଟ୍ଟାଙ୍ଗ । ଏପେଟ ଦେଶର ରାଜଧାନୀରେ ପେଟ୍ରୋଲ ତୁଳନାରେ ଡିଜେଲ ଦାମ ଶସ୍ତା ହୋଇଛି । ଅନ୍ୟପଟେ ସୁନା ଓ ରୂପା ଦାମ ବଢିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.