ଇଟିଭି ଭାରତ ଆଗରେ 100ଦିନର ସଫଳତା ବଖାଣିଛି ବିଜେପି - ମୋଦି 2.0
🎬 Watch Now: Feature Video

ମୋଦି 2.0ର ପ୍ରଥମ 100ଦିନରେ 36 ଆଇନ ଲାଗୁ ହୋଇଛି । ଯେଉଁଥିରୁ 16କୋଟି ଟଙ୍କାର ନିବେଶ ପାଇଁ ଯୋଜନା ରହିଛି । ତେବେ କେତେ ପୂରଣ ହୋଇଛି ସରକାରଙ୍କ ଟାର୍ଗେଟ? କଣ ରହିଛି ମୋଦିଙ୍କ ଦ୍ବିତୀୟ ଇନିଂସର ପ୍ରଥମ 100 ଦିନର ଉପଲବ୍ଧି ? ଏ ନେଇ ଇଟିଭି ଭାରତ ଆଗରେ ମତ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଗୋପାଲ ଅଗ୍ରୱାଲ।