CMC Election: ଚାକିରି ଛାଡି ପୌର ଫାଇଟରେ ଇଞ୍ଜିନିୟର

By

Published : Mar 16, 2022, 9:09 AM IST

Updated : Feb 3, 2023, 8:19 PM IST

thumbnail

କଟକ: ପାଖେଇ ଆସୁଛି ପୌର ନିର୍ବାଚନ ଫାଇଟ । ପଞ୍ଚାୟତ ନିର୍ବାଚନ ପର ଠାରୁ ଆରମ୍ଭ ହୋଇଛି ଏକ ନୂଆ ଟ୍ରେଣ୍ଡ । ମୁଖ୍ୟତଃ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଏବେ ରାଜନୀତି ମଇଦାନକୁ ଓହ୍ଲାଉଛନ୍ତି । ଏହି ପରିପ୍ରେକ୍ଷୀରେ CMC ନିର୍ବାଚନ ପାଇଁ ୫୬ ନମ୍ବର ୱାର୍ଡର କଂଗ୍ରେସ କର୍ପୋରେଟର ପାର୍ଥିନୀ ହୋଇଛନ୍ତି ଇଂଜିନିୟର ଶ୍ବେତା ମହାନ୍ତି। ବିଟେକ ଇଞ୍ଜିନିୟର ଚାକିରି ଛାଡି ରାଜନୀତିକୁ ଓହ୍ଲାଇ ଥିବା ଦେଖିବାକୁ ମିଳିଛି । ତେବେ କାହିଁକି ସେ ନିଜ ପ୍ରଫେସନ ଛାଡି ରାଜନୀତି ରେ ପ୍ରବେଶ କଲେ ? କଣ ରହିଛି ତାଙ୍କ ଆଭିମୁଖ୍ୟ ? ଏନେଇ ଶ୍ବେତାଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.